ପଳାତକ
ଦେଖଣା
ପଳାତକ | |
---|---|
ନିର୍ଦ୍ଦେଶକ | ପ୍ରଫୁଲ୍ଲ ରଥ |
ପ୍ରଯୋଜକ | ଧୀର ବିଶ୍ୱାଳ |
କଳାକାର | ବିଜୟ ମହାନ୍ତି ତନ୍ଦ୍ରା ରାୟ ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ସୁଜାତା ଆନନ୍ଦ |
ସଙ୍ଗୀତ | ଉପେନ୍ଦ୍ର କୁମାର |
ଚିତ୍ରଗ୍ରହଣ | ନାଗରାଜନ ଲିଙ୍ଗମ |
ମୁକ୍ତିଲାଭ ତାରିଖ | ୧୯୮୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପଳାତକ, ୧୯୮୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଧୀର ବିଶ୍ୱାଳ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୨] ପ୍ରଫୁଲ୍ଲ ରଥ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ସୁଜାତା ଆନନ୍ଦ, ଜୟା ବି, ବିଶ୍ୱରଞ୍ଜନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକା ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ମହାଶ୍ୱେତାଙ୍କ ପାଇଁ ରୀତା ବିଶାଲ ଭଏସ୍ ଡବିଂ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ଉତ୍ତମ ମହାନ୍ତି[୨]
- ମହାଶ୍ୱେତା ରାୟ[୨]
- ସୁଜାତା ଆନନ୍ଦ
- ଜୟା ବି
- ବିଶ୍ୱରଞ୍ଜନ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର କୁମାର । ସିକନ୍ଦର ଆଲାମ, ସଙ୍ଗୀତା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୨.୦ ୨.୧ ୨.୨ ୨.୩ ୨.୪ "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 3 February 2018. Retrieved 24 August 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପଳାତକ