ପ୍ୟାରିସ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Paris
Clockwise from top: skyline of Paris on the River Seine with the Eiffel Tower, Notre Dame de Paris, Pyramid of the Louvre, and the Arc de Triomphe
Flag of Paris
Coat of arms of Paris
Motto(s): 
Fluctuat nec mergitur
"Tossed but not sunk"
Location of Paris
Map
CountryFrance
RegionÎle-de-France
DepartmentParis
Subdivisions20 arrondissements
Government
 • Mayor (2014–present) Anne Hidalgo (PS)
Area
1(2010)[୧]
 • City105.4 km2 (40.7 sq mi)
 • Urban
2,844.8 km2 (1,098.4 sq mi)
 • Metro
17,174.4 km2 (6,631.1 sq mi)
Population
 (January 2013[୪])
 • City୨୨,୨୯,୬୨୧
 • Rank1st in France
 • Density21,000/km2 (55,000/sq mi)
 • Urban
୧,୦୬,୦୧,୧୨୨[୨]
 • Metro
 (2013)
୧,୨୪,୦୫,୪୨୬[୩]
Demonym(s)Parisian (en)
parisien(ne) (fr)
Time zoneUTC+01:00 (CET)
 • Summer (DST)UTC+02:00 (CEST)
INSEE/Postal code
75056 /75001-75020, 75116
Websitewww.paris.fr
1 French Land Register data, which excludes lakes, ponds, glaciers > 1 km2 (0.386 sq mi or 247 acres) and river estuaries.

ପ୍ୟାରିସ, (ଫରାସୀ: [paʁi] (listen)) ଫ୍ରାନ୍ସର ରାଜଧାନୀ ଓ ସବୁଠାରୁ ଜନବହୁଳ ନଗର ଅଟେ । ଏହି ନଗରଟି ୧୦୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏବଂ ୨୦୧୩ ମସିହା ଜନଗଣନା ଅନୁସାରେ ନଗର ପରିସର ଭିତରେ ଏହାର ଜନସଂଖ୍ୟା ୨,୨୨୯,୬୨୧ ଥିଲା ।[୪]

ଖ୍ରୀ.ପୂ. ୩ୟ ଶତାବ୍ଦୀରେ ପାରିସି (Parisii) ନାମକ ଜଣେ ସେଲ୍‌ଟିକ୍ ବ୍ୟକ୍ତି (Celtic) ପ୍ୟାରିସର ସ୍ଥାପନା କରିଥିଲେ । ପାରିସି ନାମାନୁସାରେ ସହରଟିର ନାମ ପ୍ୟାରିସ ହେଲା । ୧୨ଶ ଶତାବ୍ଦୀ ସୁଦ୍ଧା ପ୍ୟାରିସ, ପଶ୍ଚିମ ଦେଶଗୁଡ଼ିକ ଭିତରେ (western world) ବିଶାଳତମ ସହର ତଥା ଏକ ସମୃଦ୍ଧ ବାଣିଜ୍ୟ କେନ୍ଦ୍ର ଥିଲା । ସେତେବେଳ ସୁଦ୍ଧା ବିଶ୍ୱର ପ୍ରାଚୀନ ବିଶ୍ୱବିଦ୍ୟାଳୟମାନଙ୍କ ଭିତରୁ ଅନ୍ୟତମ ୟୁନିଭର୍ସିଟି ଅଫ୍ ପ୍ୟାରିସ ପ୍ରତିଷ୍ଠା ହୋଇସାରିଥିଲା । ୧୭ଶ ଶତାବ୍ଦୀ ବେଳକୁ ଏହା ଇଉରୋପର ପ୍ରମୁଖ ଅର୍ଥନୈତିକ, ବାଣିଜିକ, ଫ୍ୟାସନ, ବିଜ୍ଞାନ ଏବଂ କଳାର କେନ୍ଦ୍ର ପାଲଟି ଯାଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଜାୟ ରହିଛି ।

ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

Panorama of Paris as seen from the Eiffel Tower as full 360-degree view.
Panoramic view over the western side of Paris, at dusk, from the top of the Tour Montparnasse.

ଆଧାର[ସମ୍ପାଦନା]

  1. INSEE local statistics Archived 2009-12-29 at the Wayback Machine., including Bois de Boulogne and Bois de Vincennes.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; pop_UU ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. "Insee – Territoire – Les 60 premières aires urbaines en 2013". insee.fr.
  4. ୪.୦ ୪.୧ INSEE. "Résumé statistique – Département de Paris (75)" (in ଫରାସୀ). Retrieved 2016-08-11. ଆଧାର ଭୁଲ: Invalid <ref> tag; name "insee.fr" defined multiple times with different content

ବାହାର ଲିଙ୍କ[ସମ୍ପାଦନା]