ବେବୀ ବିନ୍ଦୀ

ଉଇକିପିଡ଼ିଆ‌ରୁ
ବେବୀ ବିନ୍ଦୀ‌
বেবী বিন্দী
ଜନ୍ମ
ବିନ୍ଦୀ ରହମାନ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିକଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୨ - ଏବେଯାଏଁ
ଉଲ୍ଲେଖନୀୟ କୃତିଲାଲ କାଜଲ
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର


ବିନ୍ଦୀ ରହମାନ, ଅଭିନେତ୍ରୀ ଯିଏକି ବଙ୍ଗଳାଦେଶ କଥାଚିତ୍ର ଜଗତରେ ମୁଖ୍ୟତଃ ବେବୀ ବିନ୍ଦୀ ଭାବରେ ଜଣାଶୁଣା ।[୧] ସେ ୧୯୮୨ ମସିହାରେ ଲାଲ କାଜଲ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବେବୀଙ୍କର ବାପାଙ୍କ ନାମ ଅଜିଜୁର ରହମାନ, ଯିଏକି ଜଣେ ଜଣାଶୁଣା ବଙ୍ଗଳାଦେଶୀ କଥାଚିତ୍ର ନିର୍ଦ୍ଦେଶକ ଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଜନତା ଏକ୍ସପ୍ରେସ (୧୯୮୧)
  • ଲାଲ କାଜଲ (୧୯୮୨)

ପୁରସ୍କାର ଏବଂ ନାମାଙ୍କନ[ସମ୍ପାଦନା]

ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ବର୍ଷ ପୁରସ୍କାର ବର୍ଗ ଚଳଚ୍ଚିତ୍ର ଫଳାଫଳ
୧୯୮୨ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଶିଶୁ କଳାକାର ଲାଲ କାଜଲ ବିଜୟୀ[୩]

ଆଧାର[ସମ୍ପାଦନା]

  1. শিশু থেকে তারকা শিল্পী, প্রমাণ করতে পারে ক’জনে?. Go News 24 (in Bengali). February 1, 2017.
  2. Rashed Shaon (August 14, 2012). চার দশকে আমাদের সেরা চলচ্চিত্রগুলো. bdnews24 (in Bengali). Archived from the original on August 20, 2012. Retrieved November 4, 2012.
  3. জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Bangladesh Film Development Corporation (in Bengali). Government of Bangladesh. Archived from the original on 23 December 2018. Retrieved 25 March 2019.

ବାହାର ଆଧାର[ସମ୍ପାଦନା]