ବ୍ୟବହାରକାରୀ:Psubhashish/poll

ଉଇକିପିଡ଼ିଆ‌ରୁ

ପ୍ରଥମ ସୋପାନ: ଫେବୃଆରୀ ୧୬-ମାର୍ଚ୍ଚ ୧୬[ସମ୍ପାଦନା]

ସୋସିଆଲ ମିଡ଼ିଆ ଓ ମୋଟାମୋଟି ଇଣ୍ଟରନେଟରେ ଥିବା ଓଡ଼ିଆ ବ୍ୟବହାରକାରୀଙ୍କ ଭିତରୁ କେତେ ଜଣ ଓଡ଼ିଆ ଲିପିରେ ଓଡ଼ିଆ ଲେଖନ୍ତି ତାହା ଜାଣିବା ପାଇଁ ଆମେ ଏକ ସର୍ଭେ କରିଥିଲୁ ।

ସାଇଟ ଆରମ୍ଭ ତାରିଖ ପ୍ରଶ୍ନ ୧ ସପ୍ତାହର ଆକଳନ ମାସର ଆକଳନ ମାସକର ଆକଳନ
odishasuntimes.com Do you type in Unicode Odia on Facebook, Twitter and blog/websites?
  • Yes
  • No
  • Akruti/ Shreelipi/ other ones
ଫେବୃଆରୀ ୧୬
  • Yes (71%, 48 Votes)
  • No (16%, 11 Votes)
  • Akruti/ Shreelipi/ other ones (13%, 9 Votes)

(୯୪ ଜଣ ମତଦାତା)

  • Yes (67%, 63 Votes)
  • No (18%, 17 Votes)
  • Akruti/ Shreelipi/ other ones (15%, 14 Votes)
Odiyas in Facebook ଆପଣ ଫେସବୁକ, ଟୁଇଟର, ଇମେଲ, ୱେବସାଇଟ ଆଦିରେ Unicode ଓଡ଼ିଆ ଲିପିରେ ଲେଖନ୍ତି କି?
  • ହଁ, ନିୟମିତ/ବେଳେବେଳେ ଲେଖେ
  • ନାଁ, ଇଂରାଜୀ ଲିପିରେ ଓ ଓଡ଼ିଆରେ
  • ଶ୍ରୀଲିପି, ଆକୃତି, ଲିପ ଅଫିସ ଜାଣିଥିଲେ ବି ଅନଲାଇନରେ ଲେଖିପାରେନା
ଫେବୃଆରୀ ୨୪
  • ହଁ, ନିୟମିତ/ବେଳେବେଳେ ଲେଖେ: ୧୨ ଜଣ
  • ନାଁ, ଇଂରାଜୀ ଲିପିରେ ଓ ଓଡ଼ିଆରେ: ୭ ଜଣ
  • ଶ୍ରୀଲିପି, ଆକୃତି, ଲିପ ଅଫିସ ଜାଣିଥିଲେ ବି ଅନଲାଇନରେ ଲେଖିପାରେନା: ୦
ଟୁଇଟର ଆପଣ ଫେସବୁକ, ଟୁଇଟର, ଇମେଲ, ୱେବସାଇଟ ଆଦିରେ Unicode ଓଡ଼ିଆ ଲିପିରେ ଲେଖନ୍ତି କି?
Type in Odia script on Fb/Twitter/websites?
  • ନିୟମିତ/ବେଳେବେଳେ
  • ଓଡିଆରେ-ଇଂରାଜୀ ଲିପିରେ
  • ୱାର୍ଡ଼/ପେଜମେକରେ
ଫେବୃଆରୀ ୨୪

(୫୫ ଜଣ ମତଦାତା)

  • ୪୭% ନିୟମିତ/ବେଳେବେଳେ
  • ୫୧% ଓଡିଆରେ-ଇଂରାଜୀ ଲିପିରେ
  • ୨% ୱାର୍ଡ଼/ପେଜମେକରେ

ଫଳାଫଳ[ସମ୍ପାଦନା]

rightlink=

  • ମୋଟ ମତଦାତା: ୧୭୧
  • ଫେସବୁକ, ଟୁଇଟର, ଇମେଲ, ୱେବସାଇଟ ଆଦିରେ Unicode ଓଡ଼ିଆ ଲିପିରେ ଲେଖନ୍ତି: ୧୦୪ (୬୦.୮%)
  • ନାଁ/ଇଂରାଜୀ ଲିପିରେ ଓ ଓଡ଼ିଆରେ: ୫୨ (୩୦.୪%)
  • ଶ୍ରୀଲିପି, ଆକୃତି, ଲିପ ଅଫିସ ଜାଣିଥିଲେ ବି ଅନଲାଇନରେ ଲେଖିପାରେନା: ୧୫ (୦.୦୮%)

ପ୍ରେସ[ସମ୍ପାଦନା]