ଲଭ୍ ହେଲା ଏମିତି

ଉଇକିପିଡ଼ିଆ‌ରୁ
ଲଭ୍ ହେଲା ଏମିତି
ନିର୍ଦ୍ଦେଶକଲଳିତ୍ କୁମାର ତ୍ରିପାଠୀ
ପ୍ରଯୋଜକଏସ୍. ଏମ୍. ଅଗ୍ର‌ୱାଲ
ସଂଳାପଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟଲଳିତ୍ କୁମାର ତ୍ରିପାଠୀ
କାହାଣୀଏସ୍. ଅଗ୍ର‌ୱାଲ
କଳାକାରଇଲୁ ବାନାର୍ଜୀ, ଅଶୋକ ଦାସ, ଡିମ୍ପଲ, ସୋମେଶ ମହାନ୍ତି
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୧ ଫେବୃଆରୀ ୨୦୧୩[୧][୨]
ଦେଶ ଭାରତ
ଭାଷାଓଡ଼ିଆ

ଲଭ୍ ହେଲା ଏମିତି, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୩] ଏସ୍. ଏମ୍. ଅଗ୍ର‌ୱାଲ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୪] ଡଃ ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଲଳିତ୍ କୁମାର ତ୍ରିପାଠୀ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିବା ସ‌ହ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଇଲୁ ବାନାର୍ଜୀ, ଅଶୋକ ଦାସ, ସୋମେଶ ମହାନ୍ତି, ଡିମ୍ପଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

  • ଇଲୁ ବାନାର୍ଜୀ
  • ଅଶୋକ ଦାସ
  • ଡିମ୍ପଲ
  • ସୋମେଶ ମହାନ୍ତି

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାରନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଭଅଁର ପାଇଁ ମୁଁ" 
2."ହେ ଇଶ୍ୱର" 
3."ମହୁଲ ଫୁଲ" 
4."ନ‌ଦୀକୁ କେତେ ସାଗର" 
5."ସୁନା ଚଢ଼େଇର" 
6."ତୋ ପାଇଁ ନିଦ ଗଲା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Love Hela Emiti Reviews". Odia Live. 2 February 2013. Retrieved 8 October 2017.
  2. "Love Hela Emiti releases today". Incredible Orissa. 1 February 2013. Retrieved 8 October 2017.
  3. "Odia Film Calender 2013". Odia Live. Retrieved 8 October 2017.
  4. ୪.୦ ୪.୧ "Love Emiti Hela new oriya movie". Incredible Orissa. 30 September 2012. Retrieved 8 October 2017.

ବାହାର ଆଧାର[ସମ୍ପାଦନା]