User:ଜଗଦୀଶ ଉତ୍ତରକବାଟ

From Wikipedia, the free encyclopedia

ମୁଁ ଜଣେ Computer Science Engineer ଅଟେ ଏବଂ wikipedia ମୋର ପ୍ରିୟ website ମାନକ ମଧ୍ୟରୁ ଅନ୍ୟତମ ଅଟେ। ଆପଣ ମୋର ଅନ୍ୟ ସବୁ webpage ମଧ୍ୟ ଦେଖିପାରିବେ ଏବଂ ମୋ ସହିତ ବନ୍ଧୁତା ସ୍ଥାପନ କରିପାରିବେ। ମୋ Youtube channelରେ techincal ଭିଡିଓ ଦେଖନ୍ତୁ । କିପରି ଓଡିଆରେ Linux,Windows ଅପରେଟିଂ ସିସ୍ଟେମକୁ ରୂପାନ୍ତର କରିବେ ଏବଂ ଓଡିଆରେ ନିଜର Google,Microsoft ଇତ୍ୟାଦିଙ୍କର(Email,Blog etc.) ସେବା ଉପଲବ୍ଧ କରିବେ।

http://www.youtube.com/user/odiachannel

ଇଣ୍ଟରନେଟରେ ଓଡିଆରେ ଲେଖିବା,ପଢିବା ସତରେ ବହୁତ ଭଲ ଲାଗୁଛି ଏବଂ ଗର୍ବିତ ମନେହେଉଛି । ଆସନ୍ତୁ ସମସ୍ତେ ମିଶି wikipedia ର ଓଡିଆ ସଂସ୍କରଣକୁ ସମୃଦ୍ଧ କରିବା ।

ବନ୍ଦେ ଉତ୍କଳ ଜନନୀ !

................................................................ English version

Create articles for Oriya language at or.wikipedia.org if you belong to orissa or known to the language.Help this version of wikipedia to reach 10,000+ arcticle in a year.

use unicode 8 oriya character set to wrtite articles.view my Youtube channel for more information regarding oriya language usage in system software and world wide web.

So come on.let's do it!