Jump to content

User:Bhabaninath

From Wikipedia, the free encyclopedia

ଭବାନୀ ଶଙ୍କର ନାଥ,

ଗାଁର ନାମ ସାମନ୍ତରା ପୁର, ଜିଲ୍ଲା ଜଗତସିଂପୁର, ମୋ ଗାଁ ର ନାଁ, ନା ଅଛି ଇତିହାସ ର ପୃଷ୍ଠା ରେ ,ନା ଅଛି ପୃଥିବୀ ମାନଚିତ୍ରରେ । ତଥାପି ସେ ଗାଁ ପାଇଁ ମୁଁ ଗର୍ବୀତ । କାରଣ ସେ ଗାଁ ରେ ମୁଁ ଜନ୍ମ ନେଇଛି 1992 ଅପେଲ୍ 8 ତାରିଖ ଦିନ । ସେ ଗାଁ ମୋତେ ଦେଇଛି ଅନେକ ଆନନ୍ଦ । ତା ପାଣି ପବନ ମୋ ଦେହ ରେ ଆଜି ରକ୍ତ ହୋଇ ପ୍ରବାହିତ ହେଉଛି ।