User:Jyotiranjan Gudia
Appearance
ଜ୍ୟୋତିରଞ୍ଜନ ଗୁଡିଆ
ଗ୍ରାମ : ମୁଦୁଲିଗୁଡା
ଗ୍ରାମ ପଞ୍ଚାୟତ: ରସବେଡା
ଥାନା : ଓର୍କେଲ
ଜିଲ୍ଲା : ମାଲକାନଗିରି
ଫିନ କୋଡ଼ 764043
ନାମ ଜ୍ୟୋତିରଞ୍ଜନ ଗୁଡ଼ିଆ , ଜନ୍ମ ୧୯୯୭ ମେ ୧ ତାରିଖ । ପିତା ବୁଦା ଗୁଡ଼ିଆ, ମାତା ରାଧା ଗୁଡ଼ିଆଙ୍କ ଦ୍ୱିତୀୟ ସନ୍ତାନ ଭାବରେ ଜନ୍ମ ନିଅନ୍ତି । ବଲ୍ୟଠାରୁ ସେ ଭାରି ଲଜକୁଳା ଥିଲେ । ଦେଖିବାକୁ ଭାରି ସରଳ ଓ ସୁନ୍ଦର ।