User:Tandiambedkar

From Wikipedia, the free encyclopedia

ଗ୍ରାମ - ଟୁଙ୍ଗିବନ୍ଧଲୀ , ପୋଷ୍ଟ- ଟୁଙ୍ଗିବନ୍ଧଲୀ , ଥାନା - ସୋହେଲା , ଜିଲ୍ଲା - ବରଗଡ ( ଓଡିଶା ) ପିନ୍ - 768033 ,ଟୁଙ୍ଗିବନ୍ଧଲୀ ଗ୍ରାମର ପୂର୍ବ ଦିଗେର ଗୋଟିଏ ଛୋଟ ନଦୀ ଅଛି । ଏହା 14 km ଉତ୍ତର ଦିଗ ବିର୍ଜୁପାଲି ଗ୍ରାମରୁ ପ୍ରବାହିତ ହୋଇ ଅଛି।ଏହି ନଦୀ କୁ ( ଗୋଠ ଗ୍ରମ ) ବନ୍ଧା ଯାଇ ଅଛି ଗ୍ରାମ ର ପୂର୍ବ ଦିଗରେ ଗିରୀଗୋବର୍ଧନ ନାମ ରେ ଗୋଟିଏ ଛୋଟ ପର୍ବତ ଅଛି। ପ୍ରତି ବର୍ଷ ସ୍ରାବଣ ମାସ ରକ୍ଷ୍ୟା ବନ୍ଧନ ରେ ଏଠି ପ୍ରଭୂ ଗିରୀଗୋବର୍ଧନ ଙ୍କୁ ପୁଜା କରା ହୁଏ ଶହ ଶହ ଭକ୍ତ ଏଠି ଜମା ହୁଅନ୍ତି